ଅଣାଅଣି Aṇāaṇi

  • ଦେ. ବି. (ବହୁବଚନରେ ଦ୍ୱିପ୍ରୟୋଗ) ପରସ୍ପର ବା ପ୍ରତ୍ୟେକେ କଡ଼ ବାଗରେ ବା ଅଣେଇ ହୋଇ ଶୋଇବା — Lying sidewise to each other
  • ଦେ. ବି. (ବହୁବଚନରେ ଦ୍ୱିପ୍ରୟୋଗ) ଅନେକ ବସ୍ତୁ ଆଣିବାକର୍ମ — Act of bringing many articles