ଅଣହେତୁ Aṇahetu

  • ଗ୍ରା. ବି ଜ୍ଞାନର ଅଭାବ; ଅଜ୍ଞାନ — Want of knowledge
  • ଗ୍ରା. ବି ଅଚେତା — Want of consciousness
  • ଗ୍ରା. ବି ବିସ୍ମୃତି — Forgetfulness
  • ଗ୍ରା. ବି ଅମନୋଯୋଗ — Inattention
  • ଗ୍ରା. ବି ଅଣହେତୁରେ ଗଲା ଦିନ। ଜଗନ୍ନାଥ, ଭାଗବତ।