ଅଣସ୍ତୁରି Aṇasturi

  • ଦେ. ବି. ଓ ବିଣ — ଅଣସତୁରି (ଦେଖ) — Aṇasaturi (See)
  • ଦେ. ବି. ଓ ବିଣ — ଭୀମ ଅଣସ୍ତୁରିଟି କାଣ୍ଡ ଦ୍ରୋଣ ଦେହେ / ବିନ୍ଧିଲେ ପ୍ରାଣ ନେବା ପାଇଁ ଅତି କୋହେ। କୃଷ୍ଣସିଂହ, ମହାଭାରତ, ଭୀଷ୍ମ।