ଅଣହିତ Aṇahita
- ଗ୍ରା. ବିଣ. (ସଂ. ଅ+ହିତ) — ଅହିତ — Not beneficial
- ଗ୍ରା. ବିଣ. (ସଂ. ଅ+ହିତ) — ଅମଙ୍ଗଳକର — Inauspicious
- ଗ୍ରା. ବିଣ. (ସଂ. ଅ+ହିତ) — କେହି ତ କହିବାକୁ ତୁମ୍ଭଙ୍କୁ ତ ନାହିଁ / କେହି ତ ଅଣହିତ ଜାଣିବ ତା କେହି। କୃଷ୍ଣସିଂହ, ମହାଭାରତ, ବନ।
- ଗ୍ରା. ବି — ଅଶୁଭ; ମନ୍ଦ — Evil