ଅଣହଳଦିଆ Aṇahaladiā

  • ଦେ. ବିଣ. (ସଂ. ଅ+ହରିଦ୍ରା) — ଯେଉଁ ତିଅଣରେ ଆଦୌ ହଳଦି ପଡ଼ି ନ ଥାଏ କିମ୍ବା ଉପଯୁକ୍ତ ପରିମାଣରେ ହଳଦି ପଡ଼ି ନ ଥାଏ — (curry) Not flavoured with turmeric