ଅଣାଇ ଧରିବା Aṇāi dharibā

  • ଦେ. କ୍ରି. (ତା. ଅଣ୍ଣୁ=ଆଉଜିବା) — କୌଣସି ପାତ୍ର ବା ବସ୍ତୁକୁ ଏକ ପାଖକୁ ଆଉଜାଇ ବା ଢଳାଇ କରି ଧରିବା — To hold a pot or thing inclined sideways