ଅଣାଇବା Aṇāibā

  • ଦେ. କ୍ରି. ସକର୍ମକ (ସଂ. ଆ+ନୀ ଧାତୁ; ଣିଜନ୍ତ; ଆଣିବା କ୍ରିୟାର ଣିଜନ୍ତରୂପ; ସଂ. ଆନୟନ) — ଅନ୍ୟଦ୍ୱାରା ଆଣିବା କ୍ରିୟା କରାଇବା — To cause to be brought or fetched
  • ଦେ. କ୍ରି. ସକର୍ମକ (ସଂ. ଆ+ନୀ ଧାତୁ; ଣିଜନ୍ତ; ଆଣିବା କ୍ରିୟାର ଣିଜନ୍ତରୂପ; ସଂ. ଆନୟନ) — ସକର୍ମକ—(ସଂ. ଆ+ନୀ ଧାତୁ ଣିଜନ୍ତ)— ମଗାଇବା; ଡକାଇବା — To send for
  • ଦେ. କ୍ରି. ସକର୍ମକ (ସଂ. ଆ+ନୀ ଧାତୁ; ଣିଜନ୍ତ; ଆଣିବା କ୍ରିୟାର ଣିଜନ୍ତରୂପ; ସଂ. ଆନୟନ) — ଅଣାଇବା କ୍ଷଣି ଆସିଲି ମୁଁ ରାଜନ। କୃଷ୍ଣସିଂହ, ମହାଭାରତ, ବନ।
  • ଦେ. କ୍ରି. ସକର୍ମକ (ସଂ. ଆ+ନୀ ଧାତୁ; ଣିଜନ୍ତ; ଆଣିବା କ୍ରିୟାର ଣିଜନ୍ତରୂପ; ସଂ. ଆନୟନ) — ସକର୍ମକ (ସଂ. ଆନମନ; ତା. ଅଣ୍ଣୁ=ଆଉଜିବା)— କୌଣସି ବସ୍ତୁ ବା ପାତ୍ରକୁ ଏକ ପାଖକୁ ଢଳାଇବା ବା ତେରଛାଇବା — 3. To cause a thing or pot to incline
  • ଦେ. କ୍ରି. ସକର୍ମକ (ସଂ. ଆ+ନୀ ଧାତୁ; ଣିଜନ୍ତ; ଆଣିବା କ୍ରିୟାର ଣିଜନ୍ତରୂପ; ସଂ. ଆନୟନ) — ଅକର୍ମକ (ସଂ. ଆ+ନମ ଧାତୁ)— କଡ଼େଇ ହେବା; ଏକ ପାଖକୁ ଢଳିବା — 4. To lean to a side; to incline
  • ଦେ. କ୍ରି. ସକର୍ମକ (ସଂ. ଆ+ନୀ ଧାତୁ; ଣିଜନ୍ତ; ଆଣିବା କ୍ରିୟାର ଣିଜନ୍ତରୂପ; ସଂ. ଆନୟନ) — ଅକର୍ମକ (ସଂ. ଆ+ନମ ଧାତୁ)— କଡ଼ମାଡ଼ି ଶୋଇବା — To lie sidewise; to lie on the flanks