ଅଜ୍ଞାନ Ajn̄āna

  • ସଂ. ବି. (ନଞ ତତ୍; ଅ+ଜ୍ଞାନ) — ଜ୍ଞାନର ଅଭାବ — Non-cognisance; want of knowledge
  • ସଂ. ବି. (ନଞ ତତ୍; ଅ+ଜ୍ଞାନ) — ମୁର୍ଖତା; ଜ୍ଞାନଶୂନ୍ୟତା — Ignorance
  • ସଂ. ବି. (ନଞ ତତ୍; ଅ+ଜ୍ଞାନ) — ନିର୍ବୋଧପଣ; ଅନାଡ଼ିପଣ — Stupidity
  • ସଂ. ବି. (ନଞ ତତ୍; ଅ+ଜ୍ଞାନ) — ଅଚୈତନ୍ୟ — Unconsciousness
  • ସଂ. ବି. (ନଞ ତତ୍; ଅ+ଜ୍ଞାନ) — ଅବିଦ୍ୟା; ମାୟା — False knowledge; delusion; spiritual ignorance
  • ସଂ. ବିଣ. ପୁଂ. — ଜ୍ଞାନହୀନ — Ignorant
  • ସଂ. ବିଣ. ପୁଂ. — ଯେ ଜ୍ଞାନୀ ନୁହେଁ — Unwise
  • ସଂ. ବିଣ. ପୁଂ. — ଅଚେତନ — Lifeless; inanimate
  • ସଂ. ବିଣ. ପୁଂ. — ଚୈତନ୍ୟଶୂନ୍ୟ; ବାହ୍ୟଜ୍ଞାନଶୂନ୍ୟ — Senseless; unconscious
  • ସଂ. ବିଣ. ପୁଂ. — ମୂର୍ଖ — Illiterate
  • ସଂ. ବିଣ. ପୁଂ. — ଯେଉଁ ଶିଶୁର ଜ୍ଞାନ ଜନ୍ମି ନାହିଁ — (a child) Who has not attained discretion or intelligence
  • ଦେ. ବିଣ. — ହିତାହିତ ବିବେଚନାଶୂନ୍ୟ — Incapable of distinguishing the good from the bad