ଅଜ୍ଞାନଠେଙ୍ଗା Ajn̄ānatheṅgā

  • ଦେ. ବି. (ଯେଉଁ ଠେଙ୍ଗାର ମାଡ଼ରେ ମନୁଷ୍ୟ ଅଜ୍ଞାନ ହୋଇଯାଏ) — (ବ୍ୟଙ୍ଗ) ପ୍ରହାର ନିମନ୍ତେ ବ୍ୟବହୃତ ଠେଙ୍ଗା — (Jocular) A stout stick or cudgel