ଅଜ୍ଞାତବାସ Ajn̄ātabāsa

  • ସଂ. ବି. (କର୍ମଧା) — ଲୁଚି କରି ରହିବା; କାହାରି ଜାଣି ନ ପାରିବା ସ୍ଥାନରେ ନିବାସ। Residence in an unknown place.
  • ସଂ. ବିଣ. (ବହୁବ୍ରୀହି) ଯେଉଁ ଲୋକର ରହିବା ସ୍ଥାନର ଠିକଣା ଅନ୍ୟ କେହି ଜାଣନ୍ତି ନାହିଁ — Whose dwelling or address in unknown