ଅଜ୍ଞାନ ଚାପୁଡ଼ା Ajn̄āna chāpuṟḍ̠ā
- ଦେ. ବି. (ସଂ. ଅଜ୍ଞାନ+ଚପେଟ)—ଯେଉଁ ଚାପୁଡ଼ା ଦ୍ୱାରା ମନୁଷ୍ୟର ଜ୍ଞାନ ହଜିଯାଏ।) ଖୁବ ଜୋରରେ ମରାଯିବା ଚାପୁଡ଼ା — A severe slap
- ଦେ. ବି. (ସଂ. ଅଜ୍ଞାନ+ଚପେଟ)—ଯେଉଁ ଚାପୁଡ଼ା ଦ୍ୱାରା ମନୁଷ୍ୟର ଜ୍ଞାନ ହଜିଯାଏ।) (ବ୍ୟଙ୍ଗ) ଗୁରୁ ଶିଷ୍ୟକୁ ମନ୍ତ୍ର ଦେଲା ବେଳେ ମନ୍ତ୍ରସାଧନ ପ୍ରତି ଶିଷ୍ୟର ମନୋଯୋଗ ଆକର୍ଷଣ କରିବା ପାଇଁ ଗୁରୁଙ୍କ ପ୍ରଦତ୍ତ ଚପେଟାଘାତ — (Jocular) A slap given by the preceptor to the disciple at the initiation
- ଦେ. ବି. (ସଂ. ଅଜ୍ଞାନ+ଚପେଟ)—ଯେଉଁ ଚାପୁଡ଼ା ଦ୍ୱାରା ମନୁଷ୍ୟର ଜ୍ଞାନ ହଜିଯାଏ।) (ଯଥା—ଯେ ଗୁରୁଙ୍କଠାରୁ ଅଜ୍ଞାନଚାପୁଡ଼ା ପାଇ ନାହିଁ, ସେ ଏ ମନ୍ତ୍ର ସାଧନ କରିପାରି ନାହିଁ।)