ଅଜ୍ଞାତନାମା Ajn̄ātanāmā

  • ସଂ. ବିଣ. ପୁଂ. ଓ ସ୍ତ୍ରୀ. (ବହୁବ୍ରୀହି; ଅଜ୍ଞାତ+ନାମନ୍ 1 ମା. 1 ବ.) — ଯାହାର ନାମ କେହି ଜାଣେ ନାହିଁ — Whose name is not known
  • ସଂ. ବିଣ. ପୁଂ. ଓ ସ୍ତ୍ରୀ. (ବହୁବ୍ରୀହି; ଅଜ୍ଞାତ+ନାମନ୍ 1 ମା. 1 ବ.) — ବେନାମୀ — Anonymous
  • ସଂ. ବିଣ. ପୁଂ. ଓ ସ୍ତ୍ରୀ. (ବହୁବ୍ରୀହି; ଅଜ୍ଞାତ+ନାମନ୍ 1 ମା. 1 ବ.) — ଅପ୍ରସିଦ୍ଧ — Not famous