ଅଙ୍ଗତି Aṅgati

  • ସଂ. ବି—(ଅଙ୍ଗ ଧାତୁ+ଅତି) — ଅଗ୍ନି — Fire
  • ସଂ. ବି—(ଅଙ୍ଗ ଧାତୁ+ଅତି) — ଅଗ୍ନିହୋତ୍ରୀ (ଦେଖ) — Agnihotrī (See)
  • ସଂ. ବି—(ଅଙ୍ଗ ଧାତୁ+ଅତି) — ବିଷ୍ଣୁ — Bishṇu