ଅଙ୍ଗଣା Aṅgaṇā

  • ସଂ. ବି. (ସଂ. ଅଙ୍ଗନ+ଆ) — ଅଙ୍ଗନ; ଅଙ୍ଗଣା; ଗୃହଚତ୍ୱର — Courtyard (M.W.)
  • ସଂ. ବି. (ସଂ. ଅଙ୍ଗନ+ଆ) — ତୁମ୍ଭ ପୁଅ ଯୁଦ୍ଧେ ହୁଅନ୍ତେ ବଳଊଣା, ପଳାଇଲେ ଛାଡ଼ିଣ ସେ ଯୁଦ୍ଧ ଅଙ୍ଗଣା। କୃଷ୍ଣସିଂହ, ମହାଭାରତ, ଦ୍ରୋଣ।