ଅଙ୍ଗଜ Aṅgaja

  • ସଂ. ବିଣ.—(ଅଙ୍ଗ+ଜନ୍ ଧାତୁ+କର୍ତ୍ତୃ. ଅ) — ଅଙ୍ଗରୁ ଜାତ — Born of the body
  • ସଂ. ବି — ପୁତ୍ର; ପୁଅ — Son
  • ସଂ. ବି — ମତ୍ତତା; ନିଶା — Drunkenness; intoxication
  • ସଂ. ବି — ରକ୍ତ — Blood
  • ସଂ. ବି — ମୁଣ୍ଡର ବାଳ — Hair of the head
  • ସଂ. ବି — କାମ; ମଦନ — Cupid; the God of Love
  • ସଂ. ବି — ରୋଗ
  • ସଂ. ବି — ରୋଗ — Disease
  • ସଂ. ବି — ଲୋମ — Fur