ଅକୂପାର Akūpāra
- ସଂ. ବିଣ. (ବହୁବ୍ରୀହି; ଅ+କୁ=ପୃଥିବୀ+ପାର=ତୀର) — ଅସୀମ — Boundless; illimitable
- ସଂ. ବିଣ. (ବହୁବ୍ରୀହି; ଅ+କୁ=ପୃଥିବୀ+ପାର=ତୀର) — ଅକୂଳ — Shoreless
- ସଂ. ବି. — (ଯାହା ପାରରେ କୁ=ପୃଥିବୀ)—ସମୁଦ୍ର। — The Sea; ocean
- ସଂ. ବି. — ଭାସିଲିଟି ଡାକିକଟି ସ୍ମର ଅକୂପାରେ। କବିସୂର୍ଯ୍ୟ, ସଙ୍ଗୀତ।
- ସଂ. ବି. — (ଅ+କୂପ+ରୁ ଧାତୁ=ଗମନ କରିବା+କର୍ତ୍ତୃ. ଅ ଯେ କୂପରୁ ବାହାରି ଯାଇ ପାରେ ନାହିଁ)— କଚ୍ଛପ; କଇଁଛ — Tortoise