ଅକୃତ Akṛuta
- ସଂ. ବିଣ. (ଅ+କୃତ) — ଅନିଷ୍ପନ୍ନ; ଅସମ୍ପାଦିତ; ଯାହା କରା ଯାଇନାହିଁ। — Unaccomplished; undone
- ସଂ. ବିଣ. (ଅ+କୃତ) — ଅସମ୍ପୂର୍ଣ୍ଣ — Unfinished; incomplete
- ସଂ. ବିଣ. (ଅ+କୃତ) — ନିରର୍ଥକ; ନିଷ୍ଫଳ — Fruitless
- ସଂ. ବିଣ. (ଅ+କୃତ) — ଅପ୍ରସ୍ତୁତ — Not prepared; unprepared
- ସଂ. ବିଣ. (ଅ+କୃତ) — ବିଫଳ — Unsuccessful
- ସଂ. ବିଣ. (ଅ+କୃତ) — ଅକୃତ୍ତ୍ରିମ; ପ୍ରାକୃତିକ — Natural; not artificial
- ସଂ. ବିଣ. (ଅ+କୃତ) — ଅସୃଷ୍ଟ; ସ୍ୱୟମ୍ଭୁ — Selfborn; selfmade; uncreated