ଅକୁଳୀନ Akuḻīna
- ସଂ. ବିଣ. ପୁଂ. (ଅ+କୁଳୀନ) — ଯେ ସତ୍କୁଳପ୍ରସୂତ ନୁହେ। — Of low birth; low born
- ସଂ. ବିଣ. ପୁଂ. (ଅ+କୁଳୀନ) — କୌଳିକତା ରହିତ — Wanting in high lineage
- ସଂ. ବିଣ. ପୁଂ. (ଅ+କୁଳୀନ) — ସତ୍କୁଳପ୍ରସୂତ ବ୍ୟକ୍ତିର ମର୍ଯ୍ୟାଦା ରହିତ। — Unbecoming of a person of high birth
- ସଂ. ବିଣ. ପୁଂ. (ଅ+କୁଳୀନ) — କୁଳରେ ଜାତ ହୋଇ ଅକୁଳୀନ କଥା। କୃଷ୍ଣସିଂହ, ମହାଭାରତ, ବନପର୍ବ।