ଅକୂଳ Akūḻa
- ସଂ. ବିଣ. (ବହୁବ୍ରୀହି; ଅ+କୂଳ) — ଯାହାର କୂଳ ନାହିଁ; ପାର ରହିତ — Shoreless
- ସଂ. ବିଣ. (ବହୁବ୍ରୀହି; ଅ+କୂଳ) — ଅସୀମ; ଅନନ୍ତ — Illimitable; boundless
- ସଂ. ବିଣ. (ବହୁବ୍ରୀହି; ଅ+କୂଳ) — ସୁବିଶାଳ — Vast
- ଦେ. ବି. (ଲକ୍ଷଣାର୍ଥ) — କୂଳହୀନ ସମୁଦ୍ରରେ ଭାସିବା ଲୋକର ଅବସ୍ଥା ପରି ନିରାଶ୍ରୟ ଅବସ୍ଥା — Utterly helpless condition (like that of a man floating on the ocean)
- ଦେ. ବି. (ଲକ୍ଷଣାର୍ଥ) — ଆଶ୍ରୟହୀନ ହୋଇ ଅଭାଗିନୀ ମୁହିଁ ଭାସୁଛି ସିନା ଅକୂଳେ। ରାଧାନାଥ, ପାର୍ବତୀ।