ଅକୃତକାଳ Akṛutakāḻa

  • ସଂ. ବିଣ. (ବହୁବ୍ରୀହି; ଅ+କୃତ+କାଳ) — ଯେଉଁ ବନ୍ଧକ ବା ରହଣରେ ମିଆଦି ନିରୂପିତ ହୋଇ ନାହିଁ; ବେମିଆଦି (ରହଣବନ୍ଧକ)। — (Pledge or mortgage) Of which no time-limit has been fixed