ଅଂଶଭାଗୀ Aṁṡabhāgī

  • ସଂ. ବିଣ. ପୁଂ. (ଅଂଶ+ଭଜ ଧାତୁ+ କର୍ତ୍ତୃ. ଇନ୍, 1 ମା. 1 ବ) — ଯାହାର କୌଣସି ପଦାର୍ଥରେ ଭାଗ ଅଛି। — Possessing or having a share in any property