ଅଂଶବଂଶ Aṁṡabaṁṡa

  • ଦେ. ବି. (ସହଚର; ସଂ. ଅଂଶ+ବଂଶ) — କୌଣସି ବ୍ୟକ୍ତିର ସଗୋତ୍ର ଓ ଅସଗୋତ୍ର ବଂଶଧରଗଣ — All the descendants of a person, both lineal and collateral
  • ଦେ. ବି. (ସହଚର; ସଂ. ଅଂଶ+ବଂଶ) — ଆପଣା ଅଂଶବଂଶ ହରି ଶ୍ରୀକୃଷ୍ଣ ଗଲେ ନିଜ ପୁରୀ। ଜଗନ୍ନାଥ, ଭାଗବତ।
  • ଦେ. ବି. (ସହଚର; ସଂ. ଅଂଶ+ବଂଶ) — କୌଣସି ବ୍ୟକ୍ତିର କୌଣସି ବଂଶଧର — Any lineal descendant of a person
  • ଦେ. ବି. (ସହଚର; ସଂ. ଅଂଶ+ବଂଶ) — (ଯଥା—ତାଙ୍କର ଅଂଶବଂଶ କେହି ନାହିଁ।)
  • ଦେ. ବି. (ସହଚର; ସଂ. ଅଂଶ+ବଂଶ) — କୌଣସି ବିଷୟର ଚିହ୍ନ ମାତ୍ର — Any trace left of any matter