ଅଂଶଳ Aṁṡaḻa
- ସଂ. ବିଣ. ପୁଂ. (ଅଂଶ+ଲା ଧାତୁ ଗ୍ରହଣ କରିବା+କର୍ତ୍ତୃ. ଅ) — ଅଂଶଗ୍ରାହୀ — Taking a share
- ସଂ. ବିଣ. ପୁଂ. (ଅଂଶ+ଲା ଧାତୁ ଗ୍ରହଣ କରିବା+କର୍ତ୍ତୃ. ଅ) — (ଅଂଶ=ସ୍କନ୍ଧ+ଅଛି ଯାହାର ଅର୍ଥରେ ଳ)— ବଳବାନ୍; ବଳିଷ୍ଠ — Strong
- ସଂ. ବିଣ. ପୁଂ. (ଅଂଶ+ଲା ଧାତୁ ଗ୍ରହଣ କରିବା+କର୍ତ୍ତୃ. ଅ) — ହୃଷ୍ଟପୃଷ୍ଟ — Stout; well-developed