ଅଂଶପ୍ରାର୍ଥୀ Aṁṡaprārthī

  • ସଂ. ବିଣ. ପୁଂ. (ଅଂଶ+ପ୍ର+ଅର୍ଥ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ଯେଉଁ ବ୍ୟକ୍ତି କୌଣସି ବସ୍ତୁର ଅଂଶ ବା ଭାଗ ପାଇବାକୁ ପ୍ରାର୍ଥନା କରେ — Praying for a share in a property