ଅଂଶା Aṁṡā
- ଦେ. ବି. (ସଂ. ଅଂଶୁ) — ତାଳ, ନଡ଼ିଆ, ଗୁଆ ଆଦି ଗଛର ବକଳରେ ବା ଭିତରେ ଥିବା କର୍କଶ ସୂକ୍ଷ୍ମ ତନ୍ତୁ — Fibre
- ଦେ. ବି. (ସଂ. ଅଂଶୁ) — ସୂତ୍ରାଦିର ସୂକ୍ଷ୍ମ ଲମ୍ବ ଅଂଶ — Textile fibre
- ଦେ. ବି. (ସଂ. ଅଂଶୁ) — (ସଂ. ଅସ୍ର=କୋଣ)—କୋଣବିଶିଷ୍ଟ। — Angular
- ଦେ. ବି. (ସଂ. ଅଂଶୁ) — (ଯଥା—ଏ ଖୁଣ୍ଟର 5 ଟି ଅଂଶା ଅଛି।) — (ଯଥା—ଏ ଖୁଣ୍ଟର5ଟି ଅଂଶା ଅଛି)