ଅଧ୍ୟୟନ › Class 10 · ଇତିହାସ · ଅଧ୍ୟାୟ 7
ଦ୍ୱିଚକିଆ ଗାଡ଼ି କାହିଁକି ଅଧିକ ଦୁର୍ଘଟଣାପ୍ରବଣ ଏବଂ ଏଥିରେ ମୃତ୍ୟୁହାର କାହିଁକି ଅଧିକ ହୋଇଥାଏ?
ଦ୍ୱିଚକିଆ ଗାଡ଼ି ଏକମାତ୍ର ଯାନ ଯାହାର ବାହ୍ୟ ସୁରକ୍ଷା ନ ଥାଏ । ଏଥିରେ ହେଲମେଟ ନ ପିନ୍ଧିବା କାରଣରୁ ଅନେକ ଯୁବ ଚାଳକଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥାଏ କିମ୍ବା ଜୀବନବ୍ୟାପୀ ଅକର୍ମଣ୍ୟ ହେବାର ସମ୍ଭାବନା ଥାଏ ।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ସଡ଼କ ଦୁର୍ଘଟଣା କେଉଁ କେଉଁ ପ୍ରଭାବ ସୃଷ୍ଟି କରେ?
- ସଡ଼କ ନିରାପତ୍ତା ପାଇଁ ବଳବତ୍ତକରଣ (Enforcement) କ୍ଷେତ୍ରରେ କେଉଁ କେଉଁ ନିୟମ ଉଲ୍ଲଂଘନ ଉପରେ ଗୁରୁତ୍ୱ ଦିଆଯାଏ? ବିସ୍ତୃତ ଭାବେ ବର୍ଣ୍ଣନା କର।
- ଓଡ଼ିଶା ଗୁଡ୍ ସମରିଟାନ୍ ନୀତି (Good Samaritan Policy) ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପ୍ରଦାନ କଲେ କେତେ ପ୍ରୋତ୍ସାହନ ରାଶି ପ୍ରଦାନ କର…
- ଓଡ଼ିଶା ଗୁଡ୍ ସମରିଟାନ୍ ନୀତିର ମୁଖ୍ୟ ଆଭିମୁଖ୍ୟ କ’ଣ?
- ସଡ଼କ ନିରାପତ୍ତା ପାଇଁ କେନ୍ଦ୍ରୀୟ ମୋଟର ଯାନ ଆକ୍ଟ ୨୦୧୯ ମସିହାରେ କିପରି ସଂଶୋଧିତ ହୋଇଛି?