ଅଧ୍ୟୟନ › Class 10 · ଭୂଗୋଳ · ଅଧ୍ୟାୟ 9
ଗ୍ରାମାଞ୍ଚଳର ଗରିବ ଲୋକମାନେ କିପରି ଋଣ ଜାଲରେ ଶୋଷିତ ହୋଇ ଦରିଦ୍ର ହୋଇଥାନ୍ତି?
ଗରିବ ଲୋକମାନେ ସ୍ୱଳ୍ପ ଆୟ ହେତୁ ସାହୁକାର ବା ମହାଜନଙ୍କଠାରୁ ଟଙ୍କା କରଜ ନିଅନ୍ତି ଏବଂ ନିଜର ଚାଷୋପଯୋଗୀ ଜମି ବା ଘର ବନ୍ଧା ପକାନ୍ତି। ଅନେକ କ୍ଷେତ୍ରରେ ସେମାନେ ଏହି ଋଣ ପରିଶୋଧ ନକରିପାରି ନିଜର ଘରବାଡ଼ି ଏବଂ ଜମି ହରାଇ ଅତି ଦରିଦ୍ର ହୋଇଯାନ୍ତି।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ଚରମ ଦାରିଦ୍ର୍ୟ (Absolute poverty) କିପରି ନିର୍ଣ୍ଣୟ କରାଯାଏ?
- ଭାରତରେ ଦାରିଦ୍ର୍ୟର ପ୍ରମୁଖ କାରଣଗୁଡ଼ିକ କେଉଁ କେଉଁ? ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କର କେଉଁ ଯୋଜନା କାର୍ଯ୍ୟକାରୀ ହେଉଛି ତାହା ବର୍ଣ୍ଣନା କର।
- ଦରବୃଦ୍ଧି କାହିଁକି ଘଟିଥାଏ ଏବଂ ସରକାର ଏହାକୁ ନିୟନ୍ତ୍ରଣ କରିବା ପାଇଁ କିପରି ପଦକ୍ଷେପ ନିଅନ୍ତି, ବର୍ଣ୍ଣନା କରନ୍ତୁ ।
- ଓଡ଼ିଶାରେ ଦାରିଦ୍ର୍ୟର ସୀମାରେଖା ତଳେ ରହିଥିବା ଲୋକସଂଖ୍ୟାର ପ୍ରତିଶତ କେତେ ଏବଂ ଏହା କେଉଁ ରାଜ୍ୟରେ ସର୍ବାଧିକ?
- ସରକାର କେଉଁ କେଉଁ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥଗୁଡ଼ିକର ଦର ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରିଥା’ନ୍ତି?