ଅଧ୍ୟୟନ › Class 10 · ଭୂଗୋଳ · ଅଧ୍ୟାୟ 9

ସରକାର କେଉଁ କେଉଁ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥଗୁଡ଼ିକର ଦର ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରିଥା’ନ୍ତି?

ସରକାର ଆଳୁ, କିରୋସିନ୍, ଚିନି, ପେଟ୍ରୋଲ ଏବଂ ରନ୍ଧନ ଗ୍ୟାସ୍ ପ୍ରଭୃତି ଦ୍ରବ୍ୟ ପାଇଁ ଦର ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରିଥା’ନ୍ତି ।

ଏହି ଅଧ୍ୟାୟର ଆହୁରି ପ୍ରଶ୍ନ ପଚାରନ୍ତୁ

ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ