ଅଧ୍ୟୟନ › Class 10 · ଭୂଗୋଳ · ଅଧ୍ୟାୟ 9
ଗ୍ରାମାଞ୍ଚଳର ଗରିବ ଲୋକମାନେ କେଉଁ ସଂସ୍ଥାରୁ ଟଙ୍କା କରଜ କରିଥାଆନ୍ତି ଏବଂ ଏହାର ପରିଣାମ କଣ?
ଗରିବ ଲୋକମାନେ ଗାଁ ସାହୁକାର, ମହାଜନ ତଥା ବ୍ୟକ୍ତିବିଶେଷଙ୍କଠାରୁ ଟଙ୍କା କରଜ କରିଥାଆନ୍ତି। ଏହି ଋଣ ପରିଶୋଧ ନକରିପାରି ସେମାନେ ନିଜର ଘରବାଡ଼ି ଏବଂ ଜମି ହରାଇ ଦରିଦ୍ରରୁ ଅତି ଦରିଦ୍ର ହୋଇଥାଆନ୍ତି।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ କ୍ଷୁଦ୍ର ଓ କୁଟୀର ଶିଳ୍ପ କ୍ଷେତ୍ରରେ କିପରି ସାହାଯ୍ୟ ପ୍ରଦାନ କରାଯାଏ?
- ଦାରିଦ୍ର୍ୟ ଦୂରୀକରଣ ପାଇଁ କୃଷିକ୍ଷେତ୍ରରେ କେଉଁ ପଦକ୍ଷେପମାନ ନିଆଯାଇଛି?
- ଖାଉଟି ବିବାଦୀୟ ପ୍ରତିବିଧାନ ସଂସ୍ଥା (Consumer Disputes Redressal Agencies) ବିଷୟରେ ସବିଶେଷ ବର୍ଣ୍ଣନା କରନ୍ତୁ।
- ଆମ ଦେଶର ଶ୍ରମିକମାନଙ୍କର ଉତ୍ପାଦିକା ଶକ୍ତି ଉନ୍ନତ ଦେଶମାନଙ୍କ ଅପେକ୍ଷା କମ୍ କାହିଁକି?
- ଖାଉଟିମାନଙ୍କର କର୍ତ୍ତବ୍ୟ କ’ଣ?