ଅଧ୍ୟୟନ › Class 10 · ଇତିହାସ · ଅଧ୍ୟାୟ 4

ଭିତ୍ତିଭୂମି କେଉଁ କ୍ଷେତ୍ରରେ ଗୋଟିଏ ଦେଶ ବା ଜାତିର ବିକାଶରେ ସହାୟକ ହୁଏ?

ଭିତ୍ତିଭୂମି ଏକ ମୌଳିକ ଢାଞ୍ଚାଗତ ମୂଳଦୁଆ। ଏହି ମୂଳଦୁଆ ଦୃଢ଼ ହେଲେ ଗୋଟିଏ ଦେଶ ବା ଜାତିର ସାମାଜିକ ସୌଷ୍ଠବ ଓ ଆର୍ଥିକ ସମୃଦ୍ଧି ସମ୍ଭବ ହୁଏ।

ଏହି ଅଧ୍ୟାୟର ଆହୁରି ପ୍ରଶ୍ନ ପଚାରନ୍ତୁ

ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ