ଅଧ୍ୟୟନ › Class 10 · ଇତିହାସ · ଅଧ୍ୟାୟ 4
ଗଡ଼ଜାତ ମିଶ୍ରଣ ପରେ ଆଦିବାସୀମାନଙ୍କୁ ଗ୍ରାମ୍ୟ ମହାଜନଙ୍କ କବଳରୁ ଉଦ୍ଧାର କରିବା ପାଇଁ କି ପ୍ରକାର ପଦକ୍ଷେପ ନିଆଗଲା?
ଗଡ଼ଜାତ ମିଶ୍ରଣ ପରେ ଗ୍ରାମ୍ୟ ମହାଜନମାନଙ୍କ କବଳରୁ ନିରୀହ ଆଦିବାସୀମାନଙ୍କୁ ଉଦ୍ଧାର କରିବା ପାଇଁ କଠୋର ପଦକ୍ଷେପ ନିଆଗଲା। ଏଥିରେ ୧୯୪୮ ମସିହାରେ ଓଡ଼ିଶା ଗୋତି ପ୍ରଥା ଉଚ୍ଛେଦ ନିୟାମକ ପ୍ରଣୟନ କରାଯାଇ ଗୋତି ପ୍ରଥାକୁ ଆଇନତଃ ନିଷିଦ୍ଧ କରାଯାଇଥିଲା।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ଓଡ଼ିଶାର ବିଦ୍ୟୁତ୍ ଶକ୍ତି ଉତ୍ପାଦନ ଏବଂ ବଣ୍ଟନ ପାଇଁ ୧୯୯୬ ମସିହାରେ ହୋଇଥିବା ସଂସ୍କାର ବିଷୟରେ ବର୍ଣ୍ଣନା କର। ଏହି ସଂସ୍କାର ପରେ କେଉଁ କେଉଁ ନିଗମ ଗଠିତ ହୋଇଥିଲେ?
- ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ (RMSA) ର ମୁଖ୍ୟ ଲକ୍ଷ୍ୟ କଣ?
- ଗ୍ରାମାଞ୍ଚଳ ବିକାଶ ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ବର୍ଣ୍ଣନା କର।
- ଓଡ଼ିଶାରେ ମାଧ୍ୟମିକ ଶିକ୍ଷା ପ୍ରସାର ପାଇଁ ସରକାର କେଉଁ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି?
- ନୂତନ ଶିଳ୍ପନୀତି ୨୦୦୭ ର ମୁଖ୍ୟ ଉଦ୍ଦେଶ୍ୟ କ'ଣ ?