ଅଧ୍ୟୟନ › Class 10 · ଜୀବ ବିଜ୍ଞାନ · ଅଧ୍ୟାୟ 8

ଗୋବର ଗ୍ୟାସ୍ ପ୍ରକ୍ରିୟାରେ ମିଥେନୋଜେନ୍ (Methanogen) ର ଭୂମିକା କଣ?

ଅମ୍ଳଜାନ ଅନୁପସ୍ଥିତିରେ ମିଥେନୋଜେନ୍ ବଂଶବୃଦ୍ଧି କରି ମିଥେନ୍, କାର୍ବନ ଡାଇଅକ୍ସାଇଡ୍, ହାଇଡ୍ରୋଜେନ୍ ଏବଂ ହାଇଡ୍ରୋଜେନ୍ ସଲଫାଇଡ୍ ଗ୍ୟାସ୍ ଉତ୍ପନ୍ନ କରେ। ଏହି ଗ୍ୟାସରେ ମିଥେନ୍ ଗ୍ୟାସ୍ ପ୍ରାୟ 65-75 ଭାଗ ଥାଏ।

ଏହି ଅଧ୍ୟାୟର ଆହୁରି ପ୍ରଶ୍ନ ପଚାରନ୍ତୁ

ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ