ଅଧ୍ୟୟନ › Class 10 · ଇତିହାସ · ଅଧ୍ୟାୟ 6

ସାର୍ବଜନୀନ ସାବାଳକ ମତଦାନ ପ୍ରଥା ଅନୁଯାୟୀ କେଉଁ କେଉଁ ବିଷୟକୁ ନିର୍ବିଶେଷରେ ରଖି ମତଦାନର ଅଧିକାର ପ୍ରଦାନ କରାଯାଇଛି?

ସାର୍ବଜନୀନ ସାବାଳକ ମତଦାନ ପ୍ରଥା ଅନୁଯାୟୀ ଜାତି, ଧର୍ମ, ଲିଙ୍ଗ, ସମ୍ପତ୍ତି ଓ ଜନ୍ମସ୍ଥାନ ନିର୍ବିଶେଷରେ ୧୮ ବର୍ଷ ବା ତଦୂର୍ଦ୍ଧ୍ୱ ବୟସରେ ଉପନୀତ ପ୍ରତ୍ୟେକ ଭାରତୀୟ ସାବାଳକ ନାଗରିକ ନିଜର ମତଦାନ ସାବ୍ୟସ୍ତ କରିବାର ଅଧିକାର ଲାଭ କରିଥାନ୍ତି।

ଏହି ଅଧ୍ୟାୟର ଆହୁରି ପ୍ରଶ୍ନ ପଚାରନ୍ତୁ

ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ