ଅଧ୍ୟୟନ › Class 10 · ଭୂଗୋଳ · ଅଧ୍ୟାୟ 1
ମୃତ୍ତିକା କ୍ଷୟ ଯୋଗୁଁ କୃଷି ଭୂମିରେ କି ପ୍ରକାର ପ୍ରଭାବ ପଡ଼େ?
ମୃତ୍ତିକା କ୍ଷୟ ଯୋଗୁଁ ଭୂମିର ଉର୍ବରତା ହ୍ରାସ ପାଏ। ଫଳରେ କୃଷି ଭୂମିର ଉତ୍ପାଦନ କ୍ଷମତା ହ୍ରାସ ପାଏ ଏବଂ ମୃତ୍ତିକାରେ ଥିବା ଖଣିଜ ପଦାର୍ଥ କ୍ରମଶଃ ହ୍ରାସ ପାଏ।