ଅଧ୍ୟୟନ › Class 10 · ଭୂଗୋଳ · ଅଧ୍ୟାୟ 1
ସାଂସ୍କୃତିକ ସମ୍ବଳ (Cultural Resources) କହିଲେ କଣ ବୁଝାଏ?
ସଭ୍ୟତାର ବିକାଶ କ୍ରମରେ ମନୁଷ୍ୟ ନିଜର ଦକ୍ଷତା ଓ କାରିଗରୀ ଜ୍ଞାନ କୌଶଳ ମାଧ୍ୟମରେ ପ୍ରାକୃତିକ ସମ୍ବଳକୁ ରୂପାନ୍ତରିତ କରି କିମ୍ବା ବିଭିନ୍ନ ଉପାୟରେ ବ୍ୟବହାର ଉପଯୋଗୀ କରିପାରିଛି। ଏଥିରେ ବିଭିନ୍ନ ମନୁଷ୍ୟକୃତ ସାଂସ୍କୃତିକ ଓ ଆର୍ଥନୈତିକ ଅନୁଷ୍ଠାନ, ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବାଣିଜ୍ୟ, ଅର୍ଥଲଗାଣ, ଅର୍ଥ ସଞ୍ଚାଳନ, ସାମାଜିକ, ରାଜନୈତିକ ଅନୁଷ୍ଠାନ ଅନ୍ତର୍ଗତ।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ସମ୍ବଳର ଧାରଣୀୟ ବିକାଶ (Sustainable Development) କାହିଁକି ଆବଶ୍ୟକ ଏବଂ ଏହାର ଅବହେଳା କେଉଁ ପ୍ରକାରର ପରିବେଶ ପ୍ରଦୂଷଣ ସୃଷ୍ଟି କରିପାରେ?
- ଅରଣ୍ୟ କ୍ଷୟର କାରଣଗୁଡ଼ିକ ବର୍ଣ୍ଣନା କରନ୍ତୁ ଏବଂ ଏହାକୁ ରୋକିବା ପାଇଁ ସରକାରଙ୍କ ପଦକ୍ଷେପ ବିଷୟରେ ଆଲୋଚନା କରନ୍ତୁ।
- ଲୁଣା ଓ କ୍ଷାରୀୟ ମୃତ୍ତିକା କେଉଁ ପ୍ରକାରର ପଦାର୍ଥ ଯୋଗୁଁ ଗଠିତ ଏବଂ ଏହାର ଉର୍ବରତା ବୃଦ୍ଧି କିପରି କରାଯାଇଥାଏ?
- ସମ୍ବଳ ସଂରକ୍ଷଣର ମୌଳିକ ଉଦ୍ଦେଶ୍ୟଗୁଡ଼ିକ କେଉଁ କେଉଁ?
- ବନ୍ୟା ନିୟନ୍ତ୍ରଣ ଏବଂ ମୃତ୍ତିକା କ୍ଷୟ ରୋକିବା ପାଇଁ କେଉଁ କେଉଁ ବୃହତ୍ ପଦକ୍ଷେପ ଗ୍ରହଣ କରାଯାଇପାରିବ?