ଅଧ୍ୟୟନ › Class 10 · ଇତିହାସ · ଅଧ୍ୟାୟ 1

ଭାରତ ଛାଡ଼ ଆନ୍ଦୋଳନ ସମୟରେ ଗ୍ରହଣ କରାଯାଇଥିବା କୌଣସି ଦୁଇଟି କାର୍ଯ୍ୟକ୍ରମ ବର୍ଣ୍ଣନା କରନ୍ତୁ।

ଭାରତ ଛାଡ଼ ଆନ୍ଦୋଳନ ସମୟରେ ଶ୍ରମିକ ଓ କୃଷକମାନେ ଭୂରାଜସ୍ଵ ଦେବା ବନ୍ଦ କରିଥିଲେ ଏବଂ ଇଂରେଜ କର୍ମଚାରୀମାନଙ୍କୁ କୌଣସି ଖାଦ୍ୟ ପଦାର୍ଥ ବିକ୍ରି କରାଯିବ ନାହିଁ। ଏହା ବ୍ୟତୀତ ରାସ୍ତାଘାଟ, ଟେଲିଗ୍ରାଫ ଓ ରେଳ ବିଭାଗକୁ ଅଚଳ କରାଯାଇଥିଲା।

ଏହି ଅଧ୍ୟାୟର ଆହୁରି ପ୍ରଶ୍ନ ପଚାରନ୍ତୁ

ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ