ଅଧ୍ୟୟନ › Class 10 · ଜୀବ ବିଜ୍ଞାନ · ଅଧ୍ୟାୟ 8

କୋଇଲାକୁ କେଉଁ ପ୍ରକ୍ରିୟା ଦ୍ୱାରା କୋକ୍ (Coke) ରେ ପରିଣତ କରାଯାଏ ଏବଂ ଏହାର ବ୍ୟବହାର କଣ?

କୋଇଲାକୁ ଅନ୍ତର୍ଧୂମ ପାତନ (Destructive distillation) ପ୍ରକ୍ରିୟା ଦ୍ୱାରା କୋକ୍ ରେ ପରିଣତ କରାଯାଏ। ଏହି କୋକ୍କୁ କେତେକ ଧାତୁର ନିଷ୍କାସନ ପାଇଁ ଏବଂ ଷ୍ଟିଲ୍ ତିଆରି ପାଇଁ ବିଜାରକ ଭାବରେ ବ୍ୟବହାର କରାଯାଉଛି।

ଏହି ଅଧ୍ୟାୟର ଆହୁରି ପ୍ରଶ୍ନ ପଚାରନ୍ତୁ

ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ