ଅଧ୍ୟୟନ › Class 10 · ଜୀବ ବିଜ୍ଞାନ · ଅଧ୍ୟାୟ 1
ଚୟାପଚୟ (Metabolism) କଣ ଏବଂ ଏହା ଜୀବ ଶରୀରରେ କିପରି କାର୍ଯ୍ୟ କରେ?
ଚୟ (Anabolism) ଏବଂ ଅପଚୟ (Catabolism) ସମାହାର ହେଉଛି ଚୟାପଚୟ। ଏହା ଜୀବ ଶରୀରରେ ସବୁବେଳେ ଚାଲିଥାଏ ଏବଂ ଜୀବକୁ ସକ୍ରିୟ ଓ ଜୀବନ୍ତ ରଖିବାରେ ମହତ୍ତ୍ବପୂର୍ଣ୍ଣ ଭୂମିକା ରଖେ।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- କାଲଭିନ୍ ଚକ୍ର (Calvin Cycle) ପ୍ରକ୍ରିୟାରେ CO₂ କିପରି ଶକରାରେ ପରିଣତ ହୋଇଥାଏ?
- ଆଲୋକଶ୍ଳେଷଣ ପ୍ରକ୍ରିୟା ବିଷୟରେ ସବିଶେଷରେ ବର୍ଣ୍ଣନା କରନ୍ତୁ ଏବଂ ଏହାର ରାସାୟନିକ ସମୀକରଣ ଲେଖନ୍ତୁ।
- ସହଜୀବୀୟ ପୋଷଣ (Symbiotic nutrition) କ’ଣ? ଏହାର ଏକ ଉଦାହରଣ ସହିତ ବ୍ୟାଖ୍ୟା କର।
- କ୍ଷୁଦ୍ରାନ୍ତର ପ୍ରଥମ ଅଂଶ ଗ୍ରହଣୀରେ ଖାଦ୍ୟ ପାଚନ ପ୍ରକ୍ରିୟା କିପରି ହୋଇଥାଏ, ବର୍ଣ୍ଣନା କର ।
- ସଂକ୍ଷିପ୍ତ ଉତ୍ତର ଦିଆ । ଆଲୋକ ଶ୍ଳେଷଣରେ RuBPର ଭୂମିକା ବୁଝାଆ