ଅଧ୍ୟୟନ › Class 10 · ଭୌତିକ ବିଜ୍ଞାନ · ଅଧ୍ୟାୟ 5
ବୈଜ୍ଞାନିକମାନେ ମୌଳିକଗୁଡ଼ିକୁ ଶ୍ରେଣୀକରଣ କରିବା ପାଇଁ କେଉଁ ଉଦ୍ଦେଶ୍ୟରେ ଚେଷ୍ଟା କରିଥିଲେ?
ବୈଜ୍ଞାନିକମାନେ ମୌଳିକଗୁଡ଼ିକ ବିଷୟରେ ଅଧ୍ୟୟନ ଓ ଅନୁଧ୍ୟାନକୁ ଶୃଙ୍ଖଳିତ ଓ ସରଳ କରିବା ପାଇଁ ଏହି ପ୍ରଚେଷ୍ଟା କରିଥିଲେ। ଏହି ପ୍ରଚେଷ୍ଟାର ଉଦ୍ଦେଶ୍ୟ ଥିଲା ମୌଳିକଗୁଡ଼ିକର ପ୍ରକୃତି ଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ଢାଞ୍ଚାରେ ସଜା କରିବା।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ନିଉଲାଣ୍ଡଙ୍କ ଅଷ୍ଟକ ନିୟମ କେଉଁ ସୀମା ପର୍ଯ୍ୟନ୍ତ ପ୍ରଯୁଜ୍ୟ ହେଉଥିଲା ଏବଂ ଏହାର କାରଣ କଣ?
- ଡୁବେରିନରଙ୍କ ଟ୍ରାଇଏଡ୍ ପରିକଳ୍ପନା ପର୍ଯାୟ ସାରଣୀର ବିକାଶ ପାଇଁ କିପରି ସାହାଯ୍ୟ କରିଥିଲା?
- କେଉଁ ମୌଳିକର ସଂଯୋଜକ କକ୍ଷରେ ଚାରୋଟି ଇଲେକ୍ଟ୍ରନ୍ ସହିତ ସମୁଦାୟ ତିନୋଟି କକ୍ଷ ରହିଛି ?
- ମେଣ୍ଡେଲିଫଙ୍କ ପର୍ଯ୍ୟାୟ ନିୟମ କ'ଣ ଏବଂ ଏଥିରେ କେଉଁ ବିଷୟକୁ ମୂଳସୂତ୍ର ଭାବେ ଗ୍ରହଣ କରାଯାଇଥିଲା?
- ଆଧୁନିକ ପର୍ଯ୍ୟାୟ ସାରଣୀରେ କ୍ୟାଲ୍ସିୟମ୍ (ପରମାଣୁ କ୍ରମାଙ୍କ 20)ର ଚତୁଃପାର୍ଶ୍ୱରେ ଥିବା ମୌଳିକଗୁଡ଼ିକର ପରମାଣୁ କ୍ରମାଙ୍କ ହେଉଛି (12, 19, 21 ଏବଂ 38)। ଏଗୁଡ଼…