ଅଧ୍ୟୟନ › Class 10 · ଭୌତିକ ବିଜ୍ଞାନ · ଅଧ୍ୟାୟ 5
ମେଣ୍ଡେଲିଫଙ୍କ ପର୍ଯ୍ୟାୟ ନିୟମ କ'ଣ ଏବଂ ଏଥିରେ କେଉଁ ବିଷୟକୁ ମୂଳସୂତ୍ର ଭାବେ ଗ୍ରହଣ କରାଯାଇଥିଲା?
ମେଣ୍ଡେଲିଫଙ୍କ ପର୍ଯ୍ୟାୟ ନିୟମଟି ହେଲା - ମୌଳିକଗୁଡ଼ିକର ଗୁଣ ସେଗୁଡ଼ିକର ପାରମାଣବିକ ବସ୍ତୁତ୍ୱର ପର୍ଯ୍ୟାୟ ଫଳନ। ଏଥିରେ ପାରମାଣବିକ ବସ୍ତୁତ୍ୱକୁ ମୂଳସୂତ୍ର ଭାବେ ଗ୍ରହଣ କରାଯାଇଥିଲା।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ଏକ ପରମାଣୁର ଇଲେକ୍ଟ୍ରନ୍ ସଂରଚନା, ଏହି ପରମାଣୁର ଆଧୁନିକ ପର୍ଯ୍ୟାୟ ସାରଣୀରେ ଅବସ୍ଥିତି ସହିତ କ’ଣ ସଂପର୍କ ରହିଛି ?
- ଡୁବେରିନରଙ୍କ ଟ୍ରାଇଏଡ୍ ପରିକଳ୍ପନା ପର୍ଯାୟ ସାରଣୀର ବିକାଶ ପାଇଁ କିପରି ସାହାଯ୍ୟ କରିଥିଲା?
- ମେଣ୍ଡେଲିଫଙ୍କ ପର୍ଯ୍ୟାୟ ସାରଣୀ ବିଷୟରେ ଆଲୋଚନା କର।
- ଆଇସୋଟୋପ କହିଲେ କଣ ବୁଝାଏ ଏବଂ ଏହାର ରାସାୟନିକ ପ୍ରକୃତି କିପରି ଥାଏ?
- ଆଧୁନିକ ପର୍ଯ୍ୟାୟ ସାରଣୀର ବିକାଶରେ ହେନ୍ରୀ ମୋସଲୀଙ୍କ ଅବଦାନ ବର୍ଣ୍ଣନା କର। ମେଣ୍ଡେଲିଫଙ୍କ ପର୍ଯ୍ୟାୟ ନିୟମରେ କି ପ୍ରକାର ତ୍ରୁଟି ରହିଥିଲା?