ଅଧ୍ୟୟନ › Class 10 · ଭୂଗୋଳ · ଅଧ୍ୟାୟ 2

ପୁନଃ ବନୀକରଣ କହିଲେ କଣ ବୁଝାଏ ଏବଂ ଏହା କିପରି ଅରଣ୍ୟର ଆୟତନ ବୃଦ୍ଧିରେ ସାହାଯ୍ୟ କରେ?

ମାନବକୃତ ଅରଣ୍ୟ ବା ପୁନଃ ବନୀକରଣ ଦ୍ୱାରା ଅରଣ୍ୟର ଆୟତନ ବୃଦ୍ଧି କରିବା ଏକାନ୍ତ ଆବଶ୍ୟକ। ୧୯୯୭ ପରେ ପ୍ରାୟ ୧୦,୦୯୮ ବର୍ଗ କି.ମି. ଅରଣ୍ୟର ଆୟତନ ବୃଦ୍ଧି ପାଇଛି ଯାହା ପୁନଃ ବନୀକରଣ ଯୋଗୁଁ ସମ୍ଭବ ହୋଇଛି।

ଏହି ଅଧ୍ୟାୟର ଆହୁରି ପ୍ରଶ୍ନ ପଚାରନ୍ତୁ

ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ