ଅଧ୍ୟୟନ › Class 10 · ଭୂଗୋଳ · ଅଧ୍ୟାୟ 4
ଖଣିଜ ପିଣ୍ଡ କହିଲେ କଣ ବୁଝାଏ?
ଗୋଟିଏ ମୁଖ୍ୟ ଖଣିଜର ଅନ୍ୟାନ୍ୟ ଖଣିଜ ପଦାର୍ଥ ସହ ମିଶ୍ରିତ ଶିଳାକୁ ଖଣିଜ ପିଣ୍ଡ ବା ଖଣିଜ ପଥର କୁହାଯାଏ ।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ଖଣିଜ ପଦାର୍ଥର ବିଭିନ୍ନ ପ୍ରକାରର ବର୍ଗୀକରଣ ବିଷୟରେ ଆଲୋଚନା କର।
- ବକ୍ସାଇଟ୍ କହିଲେ କଣ? ଏଥିରୁ କିପରି ଆଲୁମିନିୟମ ପ୍ରସ୍ତୁତ ହୁଏ ଏବଂ ଭାରତରେ ଏହାର ଉତ୍ପାଦନ ସ୍ଥିତି ବର୍ଣ୍ଣନା କର।
- ଗୋଟିଏ ଟନ୍ ଇସ୍ପାତ ତିଆରି ପାଇଁ କେତେ ପରିମାଣର ମାଙ୍ଗାନିଜ୍ ଆବଶ୍ୟକ ହୋଇଥାଏ?
- ଧାତୁ କେଉଁଠାରୁ ବାହାର କରାଯାଏ ଏବଂ ଏହା କେଉଁଠାରୁ ଆସିଥାଏ?
- ଖଣିଜ ପଦାର୍ଥର ସୃଷ୍ଟି ପାଇଁ କେଉଁ କେଉଁ କାରକଗୁଡ଼ିକ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ?