ଅଧ୍ୟୟନ › Class 10 · ଜୀବ ବିଜ୍ଞାନ · ଅଧ୍ୟାୟ 1
ଆଲୋକ ପ୍ରକ୍ରିୟାରେ ATP କିପରି ଗଠିତ ହୁଏ?
ଆଲୋକ ପ୍ରକ୍ରିୟାରେ ଥାଇଲାକଏଡ୍ ଝିଲ୍ଲୀରେ ଥିବା ଏଟିପି ସିନ୍ଥେଜ୍ ଏନ୍ଜାଇମ୍ ଦ୍ୱାରା ଏକ ନିମ୍ନ ଶକ୍ତିସମ୍ପନ୍ନ ଆଡେନୋସାଇନ୍ ଡାଇଫସ୍ଫେଟ୍ (ADP) ଏକ ଉଚ୍ଚ ଶକ୍ତିସମ୍ପନ୍ନ ATP ରେ ପରିଣତ ହୋଇଥାଏ।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- କାଲଭିନ୍ ଚକ୍ର (Calvin Cycle) ପ୍ରକ୍ରିୟାରେ CO₂ କିପରି ଶକରାରେ ପରିଣତ ହୋଇଥାଏ?
- ଆଲୋକଶ୍ଳେଷଣ କ’ଣ ? ସବୁଜ ଉଦ୍ଭିଦରେ ଏହି ପ୍ରକ୍ରିୟା କିପରି ହୋଇଥାଏ ବର୍ଣ୍ଣନ କର ?
- ମଣିଷ ଖାଦ୍ୟନଳୀର ବିଭିନ୍ନ ଅଂଶ ଲେଖା ପାଟିରେ ଖାଦ୍ୟର ପରିବର୍ତ୍ତନ କିପରି ହୋଇଥାଏ ବୁଝାଆ?
- ସଂକ୍ଷିପ୍ତ ଉତ୍ତର ଦିଆ । ଆମର କେତେ ପ୍ରକାର ଓ କେତୋଟି ଦାନ୍ତ ଅଛି ?
- ଠିକ୍ ଉତ୍ତର ବାଛ । ମରୁଉଭିଦମାନେ କେଉଁ ସମୟରେ ବାୟୁମଣ୍ଡଳରୁ CO, ଗ୍ରହଣ କରିଥାନ୍ତି ? (i)ଦିନ (ii)ଦିନ ଦ୍ୱିପହର (iii)ରାତି (iv)ସବୁ ସମୟ