ଅଧ୍ୟୟନ › Class 10 · ଭୌତିକ ବିଜ୍ଞାନ · ଅଧ୍ୟାୟ 8
ବିଦ୍ୟୁତ୍ ଧାରାର ତାପନ କ୍ଷମତା କ’ଣ ଏବଂ ଏହାକୁ କେଉଁ କ’ଣ ଉପକରଣରେ ବ୍ୟବହାର କରାଯାଏ?
ଯଦି ଗୋଟିଏ ପରିପଥରେ ବ୍ୟାଟେରୀ ସହ କେବଳ ପ୍ରତିରୋଧ ରହିଥାଏ, ତେବେ ବ୍ୟାଟେରୀର ଶକ୍ତି ତାପ ଶକ୍ତିକୁ ରୂପାନ୍ତରିତ ହୋଇ ପ୍ରତିରୋଧକୁ ଉଷ୍ଣ କରେ, ଏହାକୁ ବିଦ୍ୟୁତ୍ ଧାରାର ତାପନ କ୍ଷମତା କହନ୍ତି। ଏହାକୁ ହିଟର, ବିଦ୍ୟୁତ୍ ଇସ୍ତ୍ରୀ ପ୍ରଭୃତିରେ ବ୍ୟବହାର କରାଯାଏ।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ଖଣ୍ଡିଏ ତମ୍ବା ତାରର ବ୍ୟାସ 0.5 mm ଓ ପ୍ରତିରୋଧିତା 1.6 × 10 ଦେଘ୍ୟ କେତେ ? ବ୍ୟାସ ଦୁଇଗୁଣ ହେଲେ ପ୍ରତରୋଧ କେତେ ହେବ ?
- ଗୋଟିଏ 100W – ବିଦ୍ୟୁତ୍ ବତୀ ଏକ 220V ଲାଇନ୍ରେ ସମାନ୍ତର ଭାବେ ସଂଯୁକ୍ତ ହୋଇଛି । ଏହା ଲାଇନ୍ରୁ କେତେ ବିଦ୍ୟୁତ୍ ପ୍ରବାହ ନେଉଛି ?
- ଓମ୍ଙ୍କ ନିୟମ କହିଲେ କଣ? ଏହାର ସାଙ୍କେତିକ ଭାଷାରେ ସମୀକରଣ ଏବଂ ପ୍ରତିରୋଧର ଏକକ ବିଷୟରେ ବର୍ଣ୍ଣନା କର।
- ଏକ ୨V ବ୍ୟାଟେରୀ ଗୋଟିଏ 12Ω ପ୍ରତିରୋଧୀ ସହ ସଂଯୁକ୍ତ । ପ୍ରତିରୋଧୀରେ କେଉଁ ପରିମାଣର ବିଦ୍ୟୁତ୍ ପ୍ରବାହ ହେଉଛି ?
- ଗୋଟିଏ ୫Ω ହିଟର 2 ଘଣ୍ଟା ଧରି ଲାଇନ୍ରୁ 15A ବିଦ୍ୟୁତ୍ ପ୍ରବାହ ନିଏ । ହିଟର୍ରେ ଉତ୍ପନ୍ନ ହେଉଥିବା ତାପର ହାର ନିର୍ଣ୍ଣୟ କର ।