ଅଧ୍ୟୟନ › Class 10 · ଇତିହାସ · ଅଧ୍ୟାୟ 2

୧୯୧୨ ମସିହାରେ ଗଠିତ ବିହାର-ଓଡ଼ିଶା ପ୍ରଦେଶକୁ ଓଡ଼ିଆମାନେ କିପରି ଗ୍ରହଣ କରିଥିଲେ?

ଓଡ଼ିଆମାନେ ବିହାର-ଓଡ଼ିଶା ପ୍ରଦେଶ ଗଠନକୁ ଗ୍ରହଣ କରି ନଥିଲେ। ବରଂ ସେମାନେ ଓଡ଼ିଆ ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ କରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନକୁ ଅଧିକ ତୀବ୍ର କରିଥିଲେ।

ଏହି ଅଧ୍ୟାୟର ଆହୁରି ପ୍ରଶ୍ନ ପଚାରନ୍ତୁ

ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ