ଅଧ୍ୟୟନ › Class 10 · ଜୀବ ବିଜ୍ଞାନ · ଅଧ୍ୟାୟ 11

କୋଭିଡ୍-19 ଭୂତାଣୁ ଶରୀରରେ କେଉଁ ପ୍ରକାରରେ ପ୍ରବେଶ କରିଥାଏ ଏବଂ ଏହା କେଉଁ ଅଙ୍ଗକୁ ପ୍ରତିକୂଳ ପ୍ରଭାବିତ କରେ?

କୋଭିଡ୍-19 ଭୂତାଣୁ ମଣିଷର ନାସା ରନ୍ଧ୍ର କିମ୍ବା ମୁଖ ବାଟେ ଗଳା ଏବଂ ଉପର ଶ୍ୱସନ ତନ୍ତ୍ରକୁ ସଂକ୍ରମିତ କରିଥାଏ। ଏହା ସ୍ୱରପେଟକା ଦେଇ ଫୁସଫୁସରେ ପହଞ୍ଚି ଶ୍ୱସନ ତନ୍ତ୍ରକୁ ପ୍ରଭାବିତ କରେ।

ଏହି ଅଧ୍ୟାୟର ଆହୁରି ପ୍ରଶ୍ନ ପଚାରନ୍ତୁ

ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ