ଅଧ୍ୟୟନ › Class 10 · ଜୀବ ବିଜ୍ଞାନ · ଅଧ୍ୟାୟ 11

କୋଭିଡ୍-19 ଭୂତାଣୁ ମଣିଷ ଶରୀରରେ କିପରି ପ୍ରବେଶ କରି ଫୁସଫୁସରେ ପହଞ୍ଚନ୍ତି?

କୋଭିଡ୍-19 ଭୂତାଣୁ ମଣିଷର ନାସା ରନ୍ଧ୍ର କିମ୍ବା ମୁଖ ବାଟେ ଗଳା ଏବଂ ଉପର ଶ୍ୱସନ ତନ୍ତ୍ରକୁ ସଂକ୍ରମିତ କରିବା କ୍ଷଣି ସ୍ୱରପେଟକା ଦେଇ ଫୁସଫୁସରେ ପହଞ୍ଚନ୍ତି।

ଏହି ଅଧ୍ୟାୟର ଆହୁରି ପ୍ରଶ୍ନ ପଚାରନ୍ତୁ

ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ