ଅଧ୍ୟୟନ › Class 10 · ଭୂଗୋଳ · ଅଧ୍ୟାୟ 8

ବହୁରାଷ୍ଟ୍ରୀୟ କମ୍ପାନୀ (MNC) ଗୁଡ଼ିକ କାହିଁକି ଚୀନ୍ରୁ ଜିନିଷ ଉତ୍ପାଦନ କରନ୍ତି?

ବହୁରାଷ୍ଟ୍ରୀୟ କମ୍ପାନୀମାନେ ସେମାନଙ୍କର ଉତ୍ପାଦିତ ବସ୍ତୁକୁ ଯେତେ କମ୍ ଖର୍ଚ୍ଚରେ ତିଆରି କରି ବଜାରରେ ଅଧିକରୁ ଅଧିକ ଲାଭ ପାଇବାର ଯୋଜନା କରି କାର୍ଯ୍ୟ କରନ୍ତି। ଚୀନ୍ର ଶ୍ରମିକମାନେ ଅପେକ୍ଷାକୃତ କମ୍ ଖର୍ଚ୍ଚରେ କାର୍ଯ୍ୟ କରୁଥିବା ହେତୁ ବହୁତ କମ୍ପାନୀ ଏଠାରେ ତାଙ୍କର ଜିନିଷ ଉତ୍ପାଦନ କରନ୍ତି।

ଏହି ଅଧ୍ୟାୟର ଆହୁରି ପ୍ରଶ୍ନ ପଚାରନ୍ତୁ

ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ