ଅଧ୍ୟୟନ › Class 10 · ଭୂଗୋଳ · ଅଧ୍ୟାୟ 8

ବିକାଶୋନ୍ମୁଖୀ ଦେଶରେ ବସବାସ କରୁଥିବା ଲୋକମାନଙ୍କର ଜୀବନଯାପନର ମାନ କିପରି?

ବିକାଶୋନ୍ମୁଖୀ ଦେଶମାନଙ୍କରେ ବସବାସ କରୁଥିବା ଅଧିକାଂଶ ଲୋକ ଗରିବ ଏବଂ ସେମାନଙ୍କର ଆୟ କମ୍। ଏହି କାରଣରୁ ସେମାନଙ୍କର ଜୀବନଯାପନର ମାନ ଅତି ନିମ୍ନ ଧରଣର।

ଏହି ଅଧ୍ୟାୟର ଆହୁରି ପ୍ରଶ୍ନ ପଚାରନ୍ତୁ

ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ