ଅଧ୍ୟୟନ › Class 10 · ଜୀବ ବିଜ୍ଞାନ · ଅଧ୍ୟାୟ 7
ଜୀବବିଜ୍ଞାନୀମାନଙ୍କ ଅନୁସାରେ ପୃଥିବୀରେ ଜୀବନର ସୃଷ୍ଟି କିପରି ହୋଇଛି?
ଜୀବବିଜ୍ଞାନୀମାନେ ବିଶ୍ଵାସ କରନ୍ତି ଯେ ଏହି ପୃଥିବୀରେ 'ଜୀବନ' ଅଜୈବିକ ପଦାର୍ଥରୁ ବା ବସ୍ତୁରୁ ସୃଷ୍ଟି ହୋଇଛି।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ବିବର୍ତ୍ତନ ପ୍ରକ୍ରିୟାର କୌଣସି ଦୁଇଟି ବିଶେଷତ୍ୱ ବର୍ଣ୍ଣନା କର ।
- ଦ୍ୱିସଙ୍କରଣ କ’ଣ ? ଏହାଦ୍ୱାରା ମେଣ୍ଡେଲ୍ କିପରି ସ୍ୱାଧୀନ ଅପବ୍ୟୁହନ ନିୟମ ପ୍ରତିପାଦନ କରିଥିଲେ ବୁଝାଆ |
- ଜୈବ ବିବର୍ତ୍ତନ କ’ଣ? ଏହାର ପ୍ରଭାବ ଏବଂ ଏହା ସହିତ ଜୀବାଶ୍ମ ଅଧ୍ୟୟନର ସମ୍ପର୍କ ବିଷୟରେ ଆଲୋଚନା କର ।
- ମେରୁଦଣ୍ଡୀ ପ୍ରାଣୀଙ୍କ ଭ୍ରୂଣବିକାଶରେ କେଉଁ ସାମଞ୍ଜସ୍ୟ ଦେଖାଯାଏ ଏବଂ ବିକାଶ ସମ୍ପୂର୍ଣ୍ଣ ହେଲା ବେଳେ କେଉଁ ପରିବର୍ତ୍ତନ ଘଟେ?
- ସଂକ୍ଷିପ୍ତ ଟିପ୍ପଣୀ ଲେଖା ଅନୁରୂପୀ ଅଙ୍ଗ